May 16, 2021
Story is based after the events of Shun-ken Rock. We can call it little spin off of the main storyline. Plot starts 5 years after the demolish of White dragon clan. Only character taken from the original storyline is Nami, the girl scouted by Armani Benito [ Parent storyline ]. After the Seoul events she left for Tokyo to become a great assassin. By chance, she meets Jirou the renowned assassin goes by the name "Master Ku". From there her actual adventure towards being a great Wallmen begins with many jobs accomplished under the watch of the number one man in the job.
As the name
...
Boichi is there, it's expected the art would definitely be amazing. It's a short story he linked with Sun-Ken rock, but the manga seems unfinished as I couldn't get to see the events after arrival in Dubai.
Overall the rating for me is 7.
ସୁନ୍-କେନ୍ ରୋକ୍ ର ପରବର୍ତୀ ଛୋଟ ଭାଗ ଉପରେ ଗଠିତ ହେଇଚି ଏହି କାହାଣୀ । 'ନାମୀ' ଚରିତ୍ର କୁ ଛାଡିଦେଲେ, ଅନ୍ୟ ଚରିତ୍ର ଗୁଡିକ ମୁଖ୍ୟ ଭାଗରୁ ଭିନ୍ନ । ୱାଲମାନ ର ମୁଖ୍ୟ ଚରିତ୍ର ର ନାମ ହେଲା ଜିରୋଉ, ଯିଏ ଗୋଟେ ଅବକାଶ ଗ୍ରହଣ କରିଥିବା ୪୦ ବର୍ଷ ର ଭଡାଟିଆ ହତ୍ୟାକାରୀ, କିନ୍ତୁ ତାଙ୍କ ହତ୍ୟା କରିବାର ଶୈଳୀ ସମାନ୍ୟ ଭଡାଟିଆ ଠାରୁ ବହୁତ ଭିନ୍ନ । ଜିରୋଉ ତା ସମୟର ଅଚ୍ୟୁତ ପେଶାଧାରୀ, ଏବଂ ତାଙ୍କୁ ସେଥିପାଇଁ ବିଶ୍ୱ ଚର୍ଚ୍ଚିତ ମାଷ୍ଟର କୁ ଭାବରେ ମଧ୍ୟ ଜଣା ଯାଏ । କିଛି ପରିସ୍ଥିତି ଯୋଗୁଁ ସେ ପେଶା ରୁ ବିରାମ ନିଏ, କିନ୍ତୁ ଭାଗ୍ୟର ଖେଳ ତାର ନାମୀ ସହ ଦେଖା ହେଲା ପରେ, ପୁଣି ହତ୍ୟା ର ପେଶା ଆପଣେଇ ବାକୁ ପଡେ ।
ବୋଇଚି କାହାଣୀ ଟିକୁ ସୁନ୍ଦର ଚିତ୍ରାଙ୍କନ ମାଧ୍ୟମ ରେ ବର୍ଣନା କରିଛନ୍ତି, କିନ୍ତୁ ଏହା ପୂର୍ବ ଭାଗ ପରି ଏତେ ଦମଦାର ନ ଥିଲା କାହାଣୀ ହିସାବ ରେ । ତଥାପି ମୁଁ ଅନୁରଧ କରିବି, ନିଶ୍ଚୟ ପଢିବେ ।
Reviewer’s Rating: 7
What did you think of this review?
Nice
0
Love it
0
Funny
0
Confusing
0
Well-written
0
Creative
0Show all